diff --git a/doc/i18n/README.od.md b/doc/i18n/README.od.md
new file mode 100644
index 0000000000..2a7b36d1cf
--- /dev/null
+++ b/doc/i18n/README.od.md
@@ -0,0 +1,148 @@
+

+
+ଇଣ୍ଟରନେଟ OS! ନିଶୁଳ୍କ, ଖୋଲା-ମୂଳ (Open-Source), ଏବଂ ସ୍ୱୟଂ-ହୋଷ୍ଟ କରିପାରିବା।
+
+
+ « LIVE ଡେମୋ »
+
+
+ Puter.com
+ ·
+ App Store
+ ·
+ Developers
+ ·
+ CLI
+ ·
+ Discord
+ ·
+ Reddit
+ ·
+ X
+
+
+
+
+
+
+## Puter
+
+Puter ହେଉଛି ଗୋଟିଏ ଉନ୍ନତ, ଖୋଲା-ମୂଳ ଇଣ୍ଟରନେଟ ଅପରେଟିଂ ସିଷ୍ଟମ, ଯାହାକି ବିଶେଷତାସମୃଦ୍ଧ, ଶୀଘ୍ର ଏବଂ ଏକ୍ସଟେନ୍ସିବଲ ଭାବେ ଡିଜାଇନ୍ କରାଯାଇଛି। Puter କୁ ନିମ୍ନ ପ୍ରକାରେ ବ୍ୟବହାର କରିପାରିବେ:
+
+- ଗୋଟିଏ ପ୍ରାଇଭେସି-ପ୍ରଥମ (privacy-first) ପର୍ସନାଲ କ୍ଲାଉଡ୍ ଭାବେ — ଯେଉଁଠାରେ ଆପଣଙ୍କ ସମସ୍ତ ଫାଇଲ୍, ଆପ୍ସ ଏବଂ ଗେମ୍ସ ଗୋଟିଏ ସୁରକ୍ଷିତ ସ୍ଥାନରେ ରହିବ, ଯାହାକୁ କେଉଁଠୁ ସମୟରେ ଆକ୍ସେସ୍ କରିପାରିବେ।
+- ୱେବସାଇଟ୍, ୱେବ ଆପ୍ସ, ଏବଂ ଗେମ୍ ତିଆରି ଏବଂ ପ୍ରକାଶ ପାଇଁ ଗୋଟିଏ ପ୍ଲାଟଫର୍ମ।
+- Dropbox, Google Drive, OneDrive ଇତ୍ୟାଦିଙ୍କ ବିକଳ୍ପ ଭାବେ — ଏକ ସୁନ୍ଦର ଇଣ୍ଟରଫେସ୍ ଏବଂ ଶକ୍ତିଶାଳୀ ବୈଶିଷ୍ଟ ସହିତ।
+- ସର୍ଭର ଏବଂ ଓର୍କସ୍ଟେସନ୍ ପାଇଁ ଗୋଟିଏ ରିମୋଟ୍ ଡେସ୍କଟପ୍ ଇନ୍ଭାୟରମେଣ୍ଟ।
+- ୱେବ୍ ଡିଭେଲପମେଣ୍ଟ, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ, ବିତରିତ ସିଷ୍ଟମ (distributed systems) ଇତ୍ୟାଦି ଶିଖିବା ପାଇଁ ଗୋଟିଏ ସହଜ-ମନୋଭାବୀ ଖୋଲା-ମୂଳ ସମୁଦାୟ।
+
+
+
+## ପ୍ରାରମ୍ଭ (Getting Started)
+
+### 💻 Local Development
+
+```bash
+git clone https://github.com/HeyPuter/puter
+cd puter
+npm install
+npm start
+```
+**→** ଏହା Puter କୁ ଲଞ୍ଚ କରିବ:
+ http://puter.localhost:4100 (ଅଥବା ଅନ୍ୟ ଉପଲବ୍ଧ ପୋର୍ଟ୍)
+
+ଯଦି ଏହା କାମ କରୁନାହିଁ, ତେବେ [First Run Issues](./doc/self-hosters/first-run-issues.md) କୁ ଦେଖନ୍ତୁ।
+
+
+
+### 🐳 Docker
+
+```bash
+mkdir puter && cd puter && mkdir -p puter/config puter/data && sudo chown -R 1000:1000 puter && docker run --rm -p 4100:4100 -v `pwd`/puter/config:/etc/puter -v `pwd`/puter/data:/var/puter ghcr.io/heyputer/puter
+```
+**→** ଏହା Puter କୁ ଲଞ୍ଚ କରିବ:
+ http://puter.localhost:4100 (ଅଥବା ଅନ୍ୟ ଉପଲବ୍ଧ ପୋର୍ଟ୍)
+
+
+
+### 🐙 Docker Compose
+
+#### Linux/macOS
+
+```bash
+mkdir -p puter/config puter/data
+sudo chown -R 1000:1000 puter
+wget https://raw.githubusercontent.com/HeyPuter/puter/main/docker-compose.yml
+docker compose up
+```
+**→** ଏହା ଉପଲବ୍ଧ ହେବ:
+ http://puter.localhost:4100 (ଅଥବା ଅନ୍ୟ ଉପଲବ୍ଧ ପୋର୍ଟ୍)
+
+
+
+#### Windows
+
+```powershell
+mkdir -p puter
+cd puter
+New-Item -Path "puter\config" -ItemType Directory -Force
+New-Item -Path "puter\data" -ItemType Directory -Force
+Invoke-WebRequest -Uri "https://raw.githubusercontent.com/HeyPuter/puter/main/docker-compose.yml" -OutFile "docker-compose.yml"
+docker compose up
+```
+**→** ଏହା Puter କୁ ଲଞ୍ଚ କରିବ:
+ http://puter.localhost:4100 (ଅଥବା ଅନ୍ୟ ଉପଲବ୍ଧ ପୋର୍ଟ୍)
+
+
+
+### 🚀 Self-Hosting
+
+Self-Hosting ପାଇଁ ବିସ୍ତୃତ ଗାଇଡ୍, କନଫିଗୁରେସନ୍ ଅପ୍ସନ୍ ଏବଂ ବେଷ୍ଟ-ପ୍ରାକ୍ଟିସ୍ ପାଇଁ ଏଠାରେ ଯାଆନ୍ତୁ:
+[Self-Hosting Documentation](https://github.com/HeyPuter/puter/blob/main/doc/self-hosters/instructions.md)
+
+
+
+### ☁️ Puter.com
+
+Puter ହୋଷ୍ଟେଡ୍ ସର୍ଭିସ୍ ଭାବେ ଉପଲବ୍ଧ ଅଛି: [**puter.com**](https://puter.com)
+
+
+
+## ସିଷ୍ଟମ ଆବଶ୍ୟକତା (System Requirements)
+
+- **Operating Systems:** Linux, macOS, Windows
+- **RAM:** ଅନ୍ୟୁନ 2GB (ପରାମର୍ଶ 4GB)
+- **Disk Space:** 1GB ଖାଲି ସ୍ଥାନ
+- **Node.js:** ସଂସ୍କରଣ 20.19.5+ (ପରାମର୍ଶ 23+)
+- **npm:** ନବୀନତମ ସ୍ଥିର ସଂସ୍କରଣ
+
+
+
+## ସହଯୋଗ (Support)
+
+ମେଣ୍ଟେନର୍ ଏବଂ ସମୁଦାୟ ସହିତ ଯୋଡ଼ିବା ପାଇଁ:
+
+- Bug report କିମ୍ବା ନୂଆ feature ବାବଦରେ? [open an issue](https://github.com/HeyPuter/puter/issues/new/choose)
+- Discord: https://discord.com/invite/PQcx7Teh8u
+- X (Twitter): https://x.com/HeyPuter
+- Reddit: https://www.reddit.com/r/puter/
+- Mastodon: https://mastodon.social/@puter
+- Security issues? [security@puter.com](mailto:security@puter.com)
+- Maintainer Email: [hi@puter.com](mailto:hi@puter.com)
+
+ଆମେ ସମସ୍ତେ ସହାୟତା ପାଇଁ ସଦା ପ୍ରସ୍ତୁତ।
+
+
+
+## ଲାଇସେନ୍ସ (License)
+
+ଏହି ରିପୋଜିଟୋରୀ, ସମସ୍ତ ସବ୍-ପ୍ରୋଜେକ୍ଟ, ମୋଡ୍ୟୁଲ୍ ଏବଂ କମ୍ପୋନେଣ୍ଟ ସହିତ **AGPL-3.0** ଲାଇସେନ୍ସ ଅଧୀନରେ ରହିଛି।
+ତୃତୀୟ ପକ୍ଷ ଲାଇବ୍ରେରି ନିଜସ୍ୱ ଲାଇସେନ୍ସ ଅଧୀନରେ ଥାଇପାରେ।
+
+
+
+## ଅନ୍ୟ README ଲିଙ୍କ୍ (Links to Other READMEs)
+
+### Backend
+- [PuterAI Module](./src/backend/doc/modules/puterai/README.md)
+- [Metering Service](./src/backend/src/services/MeteringService/README.md)
+- [Extensions Development Guide](./extensions/README.md)